Successful Operational Test of S-400 Photograph: (OTV)
ଇଣ୍ଟରସେପଟର ମିଜାଇଲ୍ S-400ର ବ୍ୟବହାରିକ ପରୀକ୍ଷଣ। ଅପେରେସନ ସିନ୍ଦୂରରେ ବ୍ୟବହୃତ ହୋଇଥିଲା S-400 ଇଣ୍ଟରସେପ୍ଟର । ଅବଦୁଲ କଲାମ ଦ୍ବୀପରୁ ଅପରାହ୍ନ ୩ଟା ୪୦ରେ ବ୍ୟବହାରିକ ପରୀକ୍ଷଣ ହୋଇଛି । ପ୍ରଥମେ ବଂଶୀ ନାମକ ମିଜାଇଲ୍ କୁ ସଫଳତାର ସହ ଧ୍ବଂଶ କଲା S-400 । ଋଷ୍ ନିର୍ମିତ ଏହି ସିଷ୍ଟମ ୪୦୦ କିଲୋମିଟର ପର୍ଯ୍ୟନ୍ତ ବିମାନ, ଡ୍ରୋନ୍ ଏବଂ ବାଲିଷ୍ଟିକ୍/କ୍ରୁଜ୍ କ୍ଷେପଣାସ୍ତ୍ର ପରି ବିଭିନ୍ନ ବାୟୁ ବିପଦକୁ ଚିହ୍ନଟ, ଟ୍ରାକ୍ ଏବଂ ନଷ୍ଟ କରିବାରେ ସଫଳ ହୋଇପାରିବ। ଯାହା ରୁଷ ଏବଂ ଭାରତ ଭଳି ଦେଶ ପାଇଁ ବାୟୁ ପ୍ରତିରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶଭାବେ ଉଭା ହୋଇଛି। ଏହାକୁ 'ସୁଦର୍ଶନ ଚକ୍ର' ମଧ୍ୟ କୁହାଯାଏ। ଏହା ଏକାଧିକ ଲକ୍ଷ୍ୟକୁ ଟ୍ରାକ୍ କରିପାରିବା ସହ ଏକକାଳୀନ ଅନେକ ବିପଦକୁ ମୁକାବିଲା କରିପାରିବ। ଗୁପ୍ତ ବିମାନ, ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ କୌଶଳଗତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିରୁଦ୍ଧରେ ଏହା ପ୍ରଭାବଶାଳୀ ।
S-400ର ବ୍ୟବହାରିକ ପରୀକ୍ଷା
ଚାନ୍ଦିପୁର ଘାଟିରୁ ହେଲା ପରୀକ୍ଷଣ
ସ୍ବଳ୍ପ ଦୂରଗାମୀ ଟାର୍ଗେଟ୍ ମିସାଇଲକୁ ଆକାଶରେ ଧ୍ବଂସ କଲା
ଭାରତର ସୁଦର୍ଶନ ଚକ୍ର S-400
ଆକାଶରେ ବିପଦକୁ ଚିହ୍ନଟ କରି ନଷ୍ଟ କରିବାରେ ମାହିର୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/05/successful-operational-test-of-s-400-2026-01-05-20-54-15.jpg)