Advertisment

ମହିଳାଙ୍କୁ ମିଳିବ ତିନି ଗୁଣା ଟଙ୍କା

‘ସୁଭଦ୍ରା’ ଆଣୁଛି ୩ ଡବଲ୍‌ ଖୁସି । ମହିଳାଙ୍କୁ ମିଳିବ ୧୫ ହଜାର ଟଙ୍କା । ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ ହିତାଧିକାରୀ । ରାଜ୍ୟର ମହିଳାମାନଙ୍କ ପାଇଁ ଖୁସି ଖବର ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

author-image
Sujit kumar Swain