Bonda Ghati
Advertisment
ସୁଭଦ୍ରା ଟଙ୍କାକୁ ନେଇ ମହିଳାଙ୍କ ଭିତରେ ନାହିଁ ନଥିବା ଉତ୍ସାହ । ତିନିଟି ପର୍ଯ୍ୟାୟରେ ୟା ଭିତରେ ରାଜ୍ୟର ୮୦ ଲକ୍ଷ ୩୫ ହଜାର ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇସାରିଲାଣି । ହେଲେ ମାଲକାନଗିରିର ବଣ୍ଡାଘାଟିରେ ଯେମିତି ଧକେଇଛି ସରକାରଙ୍କ ସବୁଠୁ ବଡ଼ ଏ ମହିଳା କଲ୍ୟାଣକାରୀ ଯୋଜନା । ସୁଭଦ୍ରାରେ ସାମିଲ ହେବାକୁ ୧୫ଶହ ୨୨ ଜଣ ଆବେଦନ କରିଥିଲେ ବି ସେ ଭିତରୁ ଅଧାରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କାଟିଏ ବି ଯାଇନଥିବା ଅଭିଯୋଗ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us