ପରିବାର ଦର ଏବେ ଆକାଶ ଛୁଆଁ। ପୋଟଳ କୁହନ୍ତୁ କି ପିଆଜ, ଟମାଟୋ ହେଉ କି ବାଇଗଣ, ଏମିତି କୌଣସି ପରିବା ନାହିଁ, ଯାହାର ଦାମ୍ କିଲୋ ପିଛା ୫୦ ତଳେ।
Published By: Manoranjan Behera
Last updated: 20 June 2024, 09:23 PM IST
ଅନଲାଇନରେ ମଗାଇଥିଲେ ଜିନିଷ... ଆମାଜନରୁ ଆସିଥିଲା ପାର୍ସଲ। କିନ୍ତୁ ବକ୍ସ ଖୋଲୁ ଖୋଲୁ ବାହାରିଲା ବିଷଧର ନାଗ ସାପ । ପାର୍ସଲ ଭିତରେ ଜୀଅନ୍ତା ନାଗ ସାପ ଦେଖି ଦମ୍ପତ୍ତି ଛାନିଆ ।