Skyrocketing Prices of Vegetables
ବଜାରରେ ପନିପରିବା ଆକାଶ ଛୁଆଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ପିଲାଙ୍କ ଉପରେ । ବଜାରରେ କୌଣସି ପରିବା ଦର ୬୦ ଟଙ୍କା ତଳକୁ ନଥିବା ବେଳେ ଟମାଟୋ ସେନଚୁରି ମାରିଛି । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନରୁ ବିଲାତି ଏକ ପ୍ରକାର ଗାଏବ ହୋଇଯାଇଛି। ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ହାତରୁ ଦେଇ ଏବେ ମଧ୍ୟାହ୍ନ ଭୋଜନ ଚଳାଇବାକୁ ପଡୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)