Shreemandir Implements New SOP Photograph: (OTV)
ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟ ପ୍ରଶାସକଙ୍କ ସୂଚନା। ପ୍ରୋଟୋକଲରେ ଶ୍ରୀମନ୍ଦିର ଆସୁଥିବା ଅତିଥିଙ୍କ ପାଇଁ SOP ପ୍ରସ୍ତୁତ ହୋଇଛି। ପ୍ରଟୋକଲ ଦାୟିତ୍ବରେ କେବଳ ଶ୍ରୀମନ୍ଦିର ପ୍ରଶାସନ ରହିବ । ଶ୍ରୀମନ୍ଦିର ପରିସରରେ ମୋବାଇଲ୍ କଟକଣାକୁ ଆହୁରି କଡ଼ା କରାଯିବ । ନୀତିକାନ୍ତି ସମ୍ବନ୍ଧୀୟ ଯେଉଁମାନଙ୍କ କାମ ଥିବ, କେବଳ ସେମାନଙ୍କୁ ମୋବାଇଲ୍ ଅନୁମତି ରହିବ। ଗତକାଲି ବ୍ୟାରିକେଡ୍ ଦର୍ଶନକୁ ନେଇ ଯେଉଁ ବିବାଦୀୟ ସ୍ଥିତି ଉପୁଜିଥିଲା ସେନେଇ କ୍ଷମାପ୍ରାର୍ଥନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସମନ୍ବୟ ଅଭାବ ଯୋଗୁଁ ଏଭଳି ଘଟିଲା, ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ସିସିଟିଭି ଫୁଟେଜ୍ ଆଧାରରେ ଯିଏ ବି ଦୋଷୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ଶ୍ରୀମନ୍ଦିର ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ମୁଖ୍ୟ ପ୍ରଶାସକଙ୍କ ସୂଚନା
ପ୍ରୋଟୋକଲରେ ଶ୍ରୀମନ୍ଦିର ଆସୁଥିବା ଅତିଥିଙ୍କ ପାଇଁ SOP ପ୍ରସ୍ତୁତ ହୋଇଛି
ପ୍ରୋଟୋକଲ ଦାୟିତ୍ବରେ କେବଳ ଶ୍ରୀମନ୍ଦିର ପ୍ରଶାସନ ରହିବେ
ଶ୍ରୀମନ୍ଦିର ପରିସରରେ ମୋବାଇଲ୍ କଟକଣାକୁ ଆହୁରି କଡ଼ା କରାଯିବ
ନୀତିକାନ୍ତି ସମ୍ବନ୍ଧୀୟ ଯେଉଁମାନଙ୍କ କାମ ଥିବ, କେବଳ ସେମାନଙ୍କୁ ଅନୁମତି
କାଲିର ବିବାଦକୁ ନେଇ କ୍ଷମାପ୍ରାର୍ଥନା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ସମନ୍ବୟ ଅଭାବ ଯୋଗୁଁ ଏଭଳି ଘଟିଲା, ତଦନ୍ତ ନିର୍ଦ୍ଦେଶ ଦେଇଛି
ସିସିଟିଭି ଫୁଟେଜ୍ ଆଧାରରେ ଯିଏ ବି ଦୋଷୀ କାର୍ଯ୍ୟାନୁଷ୍ଠାନ ହେବ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/05/shreemandir-implements-new-sop-2026-01-05-16-16-58.jpg)