ଅଦ୍ୟତନ ହୋଇଛି
Senior Odia IAS Officers to Return; Manoj Sahu to Follow Sanjeeb Mishra
Advertisment
ସଞ୍ଜୀବ ମିଶ୍ରଙ୍କ ପରେ ମନୋଜ ସାହୁ । ସପ୍ତାହକରେ ଓଡ଼ିଶାକୁ ଆସିଲେଣି ଦୁଇ IAS ଅଫିସର । କ୍ୟାଡର୍ ପରିବର୍ତ୍ତନ କରି ଏହି ଦୁଇ ଅଧିକାରୀଙ୍କୁ ଓଡ଼ିଶା ଫେରାଇବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନୋଜଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ । ପ୍ରଶାସନିକ କଳକୁ ଆହୁରି ତତ୍ପର ଆଉ ସକ୍ରିୟ କରିବା ପାଇଁ, ଦକ୍ଷ ଓଡ଼ିଆ ଆଇଏଏସ୍ ଅଧିକାରୀଙ୍କୁ ଓଡ଼ିଶା ଆଣିବାକୁ ମୋହନ ସରକାର ନିଷ୍ପତ୍ତି କରିଥିବା କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us