SABASH-SUBHASMITA
ରକ୍ତାକ୍ତ ହୋଇ ବି ଲଢ଼ିଲେ, ଜିତିଲେ । ଚର୍ଚ୍ଚାରେ ମାହାଙ୍ଗାର ସାହାସୀ ଝିଅ ଶୁଭସ୍ମିତା। କଲେଜ ଯିବା ବାଟରେ ଲୁଟେରାଙ୍କ ସହ କଲେ ସଂଘର୍ଷ । ନିଜକୁ ଓ ନିଜ ସପଂତ୍ତିକୁ ବଞ୍ଚାଇଲେ ଶୁଭସ୍ମିତା । ଶୁଭସ୍ମିତାଙ୍କ ଯୋଦ୍ଧାପଣକୁ ପ୍ରଶଂସା । ଆହତ ଶୁଭସ୍ମିତା ଏସସିବିରେ ଚିକିତ୍ସାଧୀନ । ଫେରାର ଦୁର୍ବୃତ୍ତଙ୍କୁ ବାନ୍ଧିବାକୁ ପୋଲିସର ତନାଘନା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)