ରାଜଧାନୀର ଛାତି ଉପରେ ବେଆଇନ ସୁଧ କାରବାରର ଉଦବେଗଜନକ ଚିତ୍ର । ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗାଁରେ ଏବେବି ଚାଲିଛି ସାହୁକାରର ଜୁଲୁମ ଓ ଗୁଣ୍ଡାରାଜ। କିଏ ମରଣାନ୍ତକ ଆକ୍ରମଣର ଶିକାର ହେଉଛି, ତ କିଏ ତଳିତଳାନ୍ତ ହୋଇଗଲେଣି ସୁଧ ସୁଝି ସୁଝି।
Published By: Sujit kumar Swain
Last updated: 13 April 2024, 10:47 PM IST
ଢେମସା ନାଚୁଥିବା ମ୍ୟାଡମ ଜଣକ ହେଉଛନ୍ତି ଭବାନୀପାଟଣାର ଉପ-ଜିଲ୍ଲାପାଳ ମମତା ଦାସ । ଜଣେ ଦକ୍ଷ ପ୍ରଶାସିକା ହେବା ସହ ମ୍ୟାଡମ ଲୋକନୃତ୍ୟ ଢେମସାରେ ମଧ୍ୟ ଖୁବ ମାହିର ।