Advertisment

ଟ୍ରେନରେ ଯାଉଥିଲେ ପାର୍ସିଆନ ବିଲେଇ

ଝାରସୁଗୁଡ଼ା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲେ ୨୦ଟି ଇଂପୋର୍ଟେଡ ପାର୍ସିଆନ ବିଲେଇ। ମୁମ୍ବାଇ ଶାଲିମାର ଟ୍ରେନରେ ସାନ୍ତ୍ରାଗାଛିକୁ ଏହି ବିଲେଇ ଚାଲାଣ ହେଉଥିଲେ ବୋଲି ଆରପିଏଫ୍ ତରଫରୁ ସୂଚନା ମିଳିଛି। ସାନ୍ତ୍ରାଗାଛିର ଏକ ଫାର୍ମରେ ବିକ୍ରି କରିବାର ଉଦ୍ଦେଶ୍ୟରେ ଏହି ବିଦେଶୀ ବିଲେଇ ଚାଲାଣ ହେଉଥିବା ଅନୁମାନ କରିଛି ଆରପିଏଫ୍। ବିଲେଇ ନେଇ ଯାଉଥିବା ଦମ୍ପତିଙ୍କୁ ଅଟକ ରଖିଛି ଆରପିଏଫ। ମୁମ୍ବାଇର ଆମୀନ ସୈୟଦ ସାଙ୍ଗରେ ନିଜ ସ୍ତ୍ରୀ ଏବଂ ଚାରି ମାସର ଶିଶୁ ସହ ନେଇ ଏହି ବିଲେଇ ନେଇ ଯାଉଥିଲେ।

author-image
Chinmayee Sahoo

Fishing Cat Rescued
Advertisment
Advertisment