Advertisment

Dowry Murder: ଯୌତୁକ ଲୋଭରେ ୯ ମାସର ଗର୍ଭବତୀ ବୋହୂକୁ ମାରିଦେଲେ !

ଗୋଟେ ମାଆ ଆଜି  କୋହ ଉଠେଇ କାନ୍ଦୁଛି... ତା ଛାତି ଫାଟି ପଡ଼ୁଛି । କାରଣ ନାତି ନାତୁଣୀ ହେବାର ଖୁସି ଖବର ଆସିବା ପୂର୍ବରୁ ଆସିଲା 9 ମାସର ଗର୍ଭବତୀ ଝିଅର ମୃତ୍ୟୁ ଖବର ।

author-image
Namita Biswal

ଗୋଟେ ମାଆ ଆଜି  କୋହ ଉଠେଇ କାନ୍ଦୁଛି... ତା ଛାତି ଫାଟି ପଡ଼ୁଛି । କାହାକୁ ସେ କହିବ, ଆଉ କଣ ବା କହିବ... ଯାହା ସବୁ ଘଟି ଯାଇଛି ତାହା ଶୁଣିଲେ ଆପଣଙ୍କ ହୃଦୟ ବି ଫାଟି ପଡିବ । ନାତି ନାତୁଣୀ ହେବାର ଖୁସି ଖବର ଆସିବା ପୂର୍ବରୁ ଆସିଲା 9 ମାସର ଗର୍ଭବତୀ ଝିଅର ମୃତ୍ୟୁ ଖବର । ଦର୍ଶକ ବନ୍ଧୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

Advertisment
Kendrapara Pregnant Woman Death Dowry Death Dowry Murder
Advertisment
Advertisment