Advertisment

ଆଳୁ କିଲୋ ୮ ଟଙ୍କା

୮ଟଙ୍କାରେ ମିଳୁଛି କେଜିଏ ଆଳୁ । ଯିଏ ଯେତେ ପାରିଲା ସେତେନେଲା । ଲାଗିଲା ଆଳୁ ଟ୍ରକ, ବହିନେଲେ ଲୋକେ I ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା I

author-image
Tapaswini Nayak

୮ଟଙ୍କାରେ ମିଳୁଛି କେଜିଏ ଆଳୁ । ଯିଏ ଯେତେ ପାରିଲା ସେତେନେଲା । ଲାଗିଲା ଆଳୁ ଟ୍ରକ, ବହିନେଲେ ଲୋକେ I ଆଳୁ ବସ୍ତା ପ୍ରତି ଚାରି ଶହ ଟଙ୍କା ଶୁଣି ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଲା I ଭିଡ଼ ଏତେ ଅସମ୍ଭାଳ ହୋଇଗଲା ଯେ, ରାସ୍ତା ମଧ୍ୟ ଜାମ ହେଇଗଲା I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବାରିପଦା ବୈଶିଙ୍ଗା ଥାନା ଅଧୀନ ପଣସିଆ ଅଞ୍ଚଳରେ I

Advertisment
Baripada
Advertisment
Advertisment