Potato Crisis
ପୁଣି ଉପରମୁହାଁ ଆଳୁ ଦର । ସପ୍ତାହକ ଭିତରେ ବଢିଲାଣି ୫ ଟଙ୍କା । କେବଳ ଆଳୁ ନୁହଁ, ତାଳ ଦେଇ ପିଆଜ ଦର ମଧ୍ୟ ବଢିଛି । ବାଲେଶ୍ୱର ନୂଆବଜାର ପରିବା ମାର୍କେଟରେ ଗତ ସପ୍ତାହ ଆଳୁ କିଲୋ ପ୍ରତି ୩୫ ଟଙ୍କା ଥିବା ବେଳେ ଆଜି ୪୦ ଟଙ୍କାରେ ବିକ୍ରି ହେଉଛି । ରାଉରକେଲା ମାର୍କେଟରେ ବି ସ୍ଥିତି ସମାନ । ଭୁବନେଶ୍ବର ୧ ନମ୍ବର ମାର୍କେଟରେ ଆଳୁ କିଲୋ ପିଛା ୩୫ ଟଙ୍କା ଲେଖାଥିବା ବେଳେ ଗ୍ରାହକଙ୍କଠାରୁ ୪୦ ଟଙ୍କା ନେଇଛନ୍ତି ବ୍ୟବସାୟୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)