Advertisment

ପୁଣି ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ଦୋଷ

ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।

Advertisment

ପୁଣି ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ଦୋଷ । ପୁଣି ଆଳୁ ଗେମ୍ ଖେଳିଲେ ମମତା । ଗତକାଲିଠୁ ଆଳୁ ପଠାଇବା ବନ୍ଦ କରିବା ପରେ ଓଡ଼ିଶା ହାଟ ବଜାରରେ ଆଳୁର ଅଭାବ ସ୍ଥିତି । ଏଭଳି ସ୍ଥିତିରେ ଖାଲି ଯେ ଆଳୁ ଟ୍ରକ୍ ଆସିବା କମିଛି ତା’ନୁହେଁ, ଦର୍ ବି ଉପରମୁହାଁ ହୋଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ । ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ