ପ୍ରବାସୀଙ୍କ ବିକଶିତ ଓଡ଼ିଶା ଟିପ୍ସ୍
କେମିତି ଆଗକୁ ବଢ଼ିବ ଓଡ଼ିଶା, କେମିତି ବଢ଼ିବ ପର୍ଯ୍ୟଟନ, କେମିତି ଆଗେଇବ ଅର୍ଥନୀତି ? କେମିତି ବିକଶିତ ଓଡ଼ିଆ ପାଇଁ ଭଗୀରଥ ସାଜି ପାରିବେ ପ୍ରବାସୀ? ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଁଟିଥିବା NRIଙ୍କ ମତାମତ ଲୋଡ଼ିଥିଲା ଓଟିଭି । ସେମାନେ ଓଡ଼ିଶାର ପ୍ରଗତିରେ ଭାଗିଦାର ହେବାକୁ ନିଜଆଡ଼ୁ ଆଗ୍ରହ ପ୍ରକାଶ କରିବା ସହ, ଦେଇଛନ୍ତି ଅନେକ ଉପାଦେୟ ପରାମର୍ଶ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)