Ox
୫୦ ଫୁଟ ପାଣି ଟାଙ୍କି ଉପରକୁ ଉଠି ପ୍ରଶାସନକୁ ନାକେଦମ କଲାଣି ଷଣ୍ଢ। ଭଦ୍ରକର ତିହିଡି ବ୍ଲକ ସୟା ପଞ୍ଚାୟତ ଅଧିନ ତଳବନ୍ଧ ଗାଁରେ ଘଟିଛି ଘଟଣା। ଆଜି ଦିନ ୧୦ଟା ସମୟରେ କେମିତି ଷଣ୍ଢଟି ଉପରକୁ ଉଠି ଯାଇଥିଲା। ଯାହାକୁ ଦେଖି ଗ୍ରାମବାସୀ ପ୍ରଶାସନକୁ ଖବର ଦେଇଥିଲେ। ୫୦ ଫୁଟ ପାଣି ଟାଙ୍କି ଉପରକୁ ଚଢିଗଲା କେମିତି ଷଣ୍ଢ ସମସ୍ତେ ଆଶ୍ଚର୍ଯ୍ୟ। ୯ଘଣ୍ଟା ହେବ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)