ରାଜ୍ୟର ପ୍ରମୁଖ ମେଡାକାଲ କଲେଜରେ କେମିତି ରହିଛି ମହିଳା ଡାକ୍ତରଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ? ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭିମସାର୍ ଓ ବାରିପଦାର ପିଆରଏମ୍ । ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ଥିବା ଏ ୩ ପ୍ରମୁଖ ମେଡିକାଲ କଲେଜ୍ ହସ୍ପିଟାଲରେ କେମିତି ରହିଛି ମହିଳା ଡାକ୍ତରଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ? ବିଶେଷକରି ୨୪ ଘଣ୍ଟିଆ ଡ୍ୟୁଟି ଭିତରେ ରାତିବେଳା କେତେ ସୁରକ୍ଷିତ ମହିଳା ଡାକ୍ତର ?
Published By: Satyendu Shekher Mishra
Last updated: 20 August 2024, 10:11 PM IST
ପ୍ରତି ମଞ୍ଚାରେ ବନରକ୍ଷୀ,ଭିଏସଏସ ଓ ନିଆଁ ଲିଭାଳୀ ଟିମ୍ ମୁତୟନ ହୋଇଛନ୍ତି । ନୂଆ କୌଶଳ ଦ୍ବାରା ଜଣେ ଲେଖାଏଁ ବନରକ୍ଷୀଙ୍କ ଅଧିନରେ ୫୦୦ ହେକ୍ଟର ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି କହିଛନ୍ତି କୋରାପୁଟ ଡିଏଫଓ ।