Advertisment

MKCG Medical College: ଅସ୍ତ୍ରୋପଚାର ବେଳେ ଓଟି ଅନ୍ଧାର

ଓଟିରେ ଚାଲିଥିଲା ରୋଗୀ ଅସ୍ତ୍ରୋପଚାର। ଏହି ସମୟରେ ହଠାତ୍ କଟିଗଲା ଲାଇନ୍ ଓ ଚାରିଆଡେ ଛାଇଗଲା ଅନ୍ଧକାର। ଦୀର୍ଘ ସମୟ ପର୍ଯ୍ୟନ୍ତ  ଅପରେସନ୍ ଥିଏଟର୍ ଅନ୍ଧାର ରହିଥିବାରୁ ନାକେଦମ୍ ହେଲେ ଡାକ୍ତର।

MKCG Medical

MKCG Medical Photograph: (MKCG Medical)

Advertisment

ଓଟିରେଚାଲିଥିଲା ରୋଗୀ ଅସ୍ତ୍ରୋପଚାରଏହିସମୟରେହଠାତ୍କଟିଗଲାଲାଇନ୍ଚାରିଆଡେଛାଇଗଲାଅନ୍ଧକାରଦୀର୍ଘସମୟପର୍ଯ୍ୟନ୍ତ ଅପରେସନ୍ ଥିଏଟର୍ ଅନ୍ଧାର ରହିଥିବାରୁ ନାକେଦମ୍ ହେଲେ ଡାକ୍ତରଏପରିସାଂଘାତିକଘଟଣାଗତକାଲି ବ୍ରହ୍ମପୁର MKCG ମେଡ଼ିକାଲରେଘଟିଛି

Advertisment

ରାୟଗଡା ଜିଲା ପଦ୍ମପୁରର ଜଣେ ରୋଗୀ ଯନ୍ତ୍ରଣା ଅନୁଭବ କରିବାରୁଗତ କିଛି ଦିନ ତଳେ ଏମକେସିଜିରେଭର୍ତ୍ତିହୋଇଥିଲେତାଙ୍କର ଅପରେସନ ପାଇଁ ଡାକ୍ତରମାନେ ଗତକାଲି ତାରିଖ ଦେଇଥିଲେ ମଙ୍ଗଳବାର ସକାଳୁ ତାଙ୍କୁ ଅପରେସନ ଗୃହକୁ ନିଆଯାଇଥିଲା   ସେଠାରେଅସ୍ତ୍ରୋପଚାର ଚାଲୁଥିବା ବେଳେ ହଠାତ୍ ଏମକେସିଜିରେ ବିଦ୍ୟୁତ କାଟ ହୋଇଥିଲା

କିଛିସମୟମଧ୍ୟରେ ସର୍ଜରୀ କୋଠାକୁ ଜେନେରେଟରରୁ ବିଦ୍ୟୁତ ଆସିଥିଲା ସର୍ଜରୀ କୋଠାର ବିଭିନ୍ନ ବିଭାଗକୁ ବିଦ୍ୟୁତ ଆସିଥିଲେ ମଧ୍ୟ ଅପରେସନ ଗୃହକୁ ବିଦ୍ୟୁତ ସି ନ ଥିଲା ‌ସ୍ତ୍ରାପଚାର ଗୃହ ପାଇଁ ଉଦ୍ଧିଷ୍ଟ ଥିବା ୟୁପିଏସ(ନିରବିଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଯନ୍ତ୍ରାଂଶ)ରେ ସମସ୍ୟା ଯୋଗୁ ବିଦ୍ୟୁତ ବିଭ୍ରାଟ ହୋଇଥିବା ଜଣାପଡିଥିଲା ତେ‌ବେ କିଛି ସମୟ ଭିତରେ ବିଦ୍ୟୁତ ଆସିଥିଲେ ମଧ୍ୟ ଅପରେସନ କରୁଥିବା ଡାକ୍ତର ଓ କର୍ମଚାରୀ ନାନା ସମସ୍ୟା ଭୋଗିଥିଲେ

Advertisment

ଅପରେସନ ଗୃହ ପାଇଁ ଲାଗିଥିବା ୟୁପିଏସ ଗୁଡ଼ିକର ରକ୍ଷଣାବେକ୍ଷଣା ଏମକେସିଜି ଜିଇଡି ବିଭାଗର ଦାୟିତ୍ବ ହୋଇଥିବା ବେଳେ ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣା କରାଯାଉନଥିବାରୁ ଏହି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଛି ଏମକେସିଜି ମେଡ଼ିକାଲ କର୍ତ୍ତୃପକ୍ଷ ଏବଂ ପରିଚାଳନା ବ୍ୟବସ୍ଥା ସଠିକ ଥିବା ସତ୍ତ୍ବେ ସାଧାରଣ ବିଦ୍ୟୁତ ବିଭାଗ(ଜିଇଡ଼ି) ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପୁଣିଥରେ MKCG ମେଡ଼ିକାଲ ଜିଲ୍ଲା ତଥା ରାଜ୍ୟରେ ବଦନାମ ହୋଇଛି।

ପୂର୍ବରୁ ମଧ୍ୟ ବିଦ୍ୟୁତ ସମସ୍ୟାରୁ କିଛି ଘଣ୍ଟା ପୁରା ସର୍ଜରୀ କୋଠା ଅନ୍ଧାର ହୋପଡ଼ିଥିଲା। ଏଭଳି ଭାରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳାକୁ ନେଇ ଏମକେସିଜି ମେଡ଼ିକାଲ ରାଜ୍ୟ ସ୍ତରରେ ବଦନାମ ହେଉଥିବା ନଜର ରହିଛି।

Advertisment

ଏ ସଂପର୍କରେ ଜିଇଡ଼ି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ବିଦ୍ୟୁତ ବିଭ୍ରାଟ କଥାକୁ ସ୍ବୀକାର କରିଛନ୍ତି MKCG ସୁପରିଣ୍ଟେଣ୍ଡେଣ୍ଟକହିଛନ୍ତି, ୟୁପିଏସ୍ ରେ ସମସ୍ୟା ଯୋଗୁ ଏଭଳି ହୋଇଥିଲାଏହାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ କୁହାଯାଉଛିଖୁବଶୀଘ୍ର ସମାଧାନ ହୋଇଯିବ

ଦେଖନ୍ତୁ ଭିଡିଓ

Berhampur MKCG Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ