Advertisment

ଛେନାପୋଡ଼ର ସ୍ୱାଦିଷ୍ଟ ଇତିହାସ

ସିରାରେ ଜୁଡୁବୁଡୁ ତା ଶରୀର। ଦେଖିବାକୁ ବାହାରୁ ବାଦାମୀ ଭିତରୁ ଧଳା। ଆଉ ହାତକୁ ତ ତୁଳା ପରି ନରମ। ଖଣ୍ଡିଏ କାଟିଆଣି ପାଟିରେ ରଖିଦେଲେ, ଏହାର ସ୍ୱାଦ ଆପଣଙ୍କୁ ସ୍ୱର୍ଗତୁଲ୍ୟ ଅନୁଭବ ଦେବ। ଇଏ ହେଉଛି ଆମ ଓଡ଼ିଆଙ୍କ ଅତି ପ୍ରିୟ, ଆଉ ନୟାଗଡ଼ିଆଙ୍କ ଅତି ଆପଣାର ଛେନାପୋ।

author-image
Tapaswini Nayak

ସିରାରେ ଜୁଡୁବୁଡୁ ତା ଶରୀର। ଦେଖିବାକୁ ବାହାରୁ ବାଦାମୀ ଭିତରୁ ଧଳା। ଆଉ ହାତକୁ ତ ତୁଳା ପରି ନରମ। ଖଣ୍ଡିଏ କାଟିଆଣି ପାଟିରେ ରଖିଦେଲେ, ଏହାର ସ୍ୱାଦ ଆପଣଙ୍କୁ ସ୍ୱର୍ଗତୁଲ୍ୟ ଅନୁଭବ ଦେବ। ଇଏ ହେଉଛି ଆମ ଓଡ଼ିଆଙ୍କ ଅତି ପ୍ରିୟ, ଆଉ ନୟାଗଡ଼ିଆଙ୍କ ଅତି ଆପଣାର ଛେନାପୋଡ଼।

Advertisment
Chhenapoda Dibasa
Advertisment
Advertisment