Vedanta Land Acquisition Issue
Advertisment
ବେଦାନ୍ତ କ୍ଷତିଗ୍ରସ୍ତଙ୍କୁ ସରକାର ଫେରାଇବେ ସେମାନଙ୍କ ଜମି । ଏନେଇ ଆଜି ବଡ଼ ଘୋଷାଣ କରିଛନ୍ତି ରାଜ୍ୟ ସରକାର । ବିଜେଡି ସରକାର କରିଥିବା ତ୍ରୁଟିକୁ ସୁଧାରି ଜମିହରାଙ୍କୁ ନ୍ୟାୟ ଦେବାକୁ ସରକାର ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଜମି ଫେରାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ତେବେ କ୍ଷତି ପୂରଣ ପାଇଥିବା ଅଧିବାସୀଙ୍କୁ ପୂର୍ବରୁ ପାଇଥିବା ଟଙ୍କା ଫେରାଇବାକୁ ପଡ଼ିବ । ଏତେ ବର୍ଷ ପରେ ଏହି ଟଙ୍କା କିପରି ଫେରାଇବେ ତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କ୍ଷତିଗ୍ରସ୍ତ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us