Advertisment

ଭୂମିହୀନଙ୍କୁ ଖୋଜିବେ ତହସିଲଦାର

ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ। ସେମାନଙ୍କୁ ଖୋଜିବେ ତହସିଲଦାର। ଘରକୁ ଘର ଯାଇ ସେବା ଯୋଗାଇବ ରାଜସ୍ବ ବିଭାଗ। ଭୂମିହୀନଙ୍କୁ ଖୋଜି ପଟ୍ଟା ଦେବେ ତହସିଲଦାର।

author-image
Tapan Kumar Swain