Bikasit Gaan Bikasit Odisha
ନୂଆ ସରକାରରେ ନୂଆ କରି ଆରମ୍ଭ ହେବେ ଆମ ଓଡିଶା ନବୀନ ଓଡିଶା ଯୋଜନା। ନାଁ ବଦଳିବ, ଢାଞ୍ଚା ବି ବଦଳିବ। ଯୋଜନାର ନାଁ ହେବ ବିକଶିତ ଗାଁ ବିକଶିତ ଓଡିଶା। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କୁ କ୍ଷମତା ମିଳିବା ସହ ଗୁରୁତ୍ବ ପାଇବ ଗ୍ରାମସଭା ଓ ପଲ୍ଲୀସଭା। ଏସବୁକୁ ଆଧାର କରି ଗାଇଡଲାଇନ ପ୍ରସ୍ତୁତ ହେଉଥିବା ସୂଚନା ଦେଇ, ଖୁବଶୀଘ୍ର ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ତେବେ ନୂଆ ଯୋଜନାରେ କଣ ପରିବର୍ତ୍ତନ ହେବ, ଆଉ କଣ ନୂଆ ହେବ ପଢନ୍ତୁ ଏହି ରିପୋର୍ଟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)