Advertisment

ମୋତେ ଦେଖିବାକୁ ନବୀନ ନିବାସ ଆସନ୍ତୁ

ହସ୍ପିଟାଲ ବେଡରୁ ଭିଡିଓ ଜାରି କଲେ ନବୀନ ପଟ୍ଟନାୟକ। କହିଲେ ମୁଁ ଭଲ ଅଛି। ଡାକ୍ତରମାନେ ଭଲ ଯତ୍ନ ନେଉଛନ୍ତି। ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୋତେ ଦେଖିବାକୁ ଚାହୁଁଥିଲେ ନବୀନ ନିବାସ ଆସନ୍ତୁ।

author-image
Tapan Kumar Swain