Advertisment

ନିର୍ମାଣ ହେବ ନମୋ ଏକ୍ସପ୍ରେସ୍ ୱେ

ମୋହନ ସରକାରଙ୍କ ନୂଆ ପରିକଳ୍ପନା। ରାଜ୍ୟର ପଶ୍ଚିମାଞ୍ଚଳରୁ ଦକ୍ଷିଣାଞ୍ଚଳକୁ ଯୋଡ଼ିବାକୁ ଆରମ୍ଭ ହେବ ନମୋ ଏକ୍ସପ୍ରେସ ୱେ। ଏଥିପାଇଁ ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

author-image
Santosh Kumar Sahoo

ମୋହନ ସରକାରଙ୍କ ନୂଆ ପରିକଳ୍ପନା। ରାଜ୍ୟର ପଶ୍ଚିମାଞ୍ଚଳରୁ ଦକ୍ଷିଣାଞ୍ଚଳକୁ ଯୋଡ଼ିବାକୁ ଆରମ୍ଭ ହେବ ନମୋ ଏକ୍ସପ୍ରେସ ୱେ। ଏଥିପାଇଁ ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। କୁହାଯାଉଛି ବ୍ରହ୍ମପୁରରୁ ସମ୍ବଲପୁର ଯାଏଁ ନିର୍ମାଣ ହେବ ନମୋ ଏକ୍ସପ୍ରେସ ୱେ। ଏପଟେ ବିଭିନ୍ନ ଯୋଜନାରୁ ବିଜୁଙ୍କ ନାମ ହଟାଇବା ପରେ ଏକ୍ସପ୍ରେସ ୱେ ରୁ ବିଜୁ ନାମ କାଟିବା ଚର୍ଚ୍ଚାକୁ ନେଇ ତେଜିଛି ରାଜନୀତି। ଏହା ସରକାରଙ୍କ ହୀନ ମାନସିକତା ବୋଲି ବିଜେଡି କହିଥିବା ବେଳେ ବିଜେପି କହିଛି ଅଯଥା ରାଜନୀତି ନହେଇ ବିକାଶ ହେଉ।

Advertisment
Mohan Majhi Odisha
Advertisment
Advertisment