"୧୯୯୯ ମହାବାତ୍ୟା ସମୟର କଥା। ସୁ ସୁ ହୋଇ ହୋଇ ବହୁଥାଏ ପବନ। ଠିକ ଏହି ସମୟରେ ଘଟିଥିଲା ଅଲୌକିକ ଘଟଣା। ମହାବାତ୍ୟାର କରାଳ ତାଣ୍ଡବ ଭିତରେ ପ୍ରକଟ ହୋଇଥିଲେ ପବନ ପୁତ୍ର ହନୁମାନଙ୍କର ବିଗ୍ରହ।Advertisment "