Advertisment

ଡାକ୍ତର ହେବ ତ ଏମିତି...

ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡକ୍ଟର ଦିଲ୍ଲୀପ ଦାସ। ପ୍ରଶଂସାରେ ପୋତି ପକାଉଛନ୍ତି ସ୍ଥାନୀୟ ଲୋକ।

author-image
Santosh Kumar Sahoo

ସ୍ୱଚ୍ଛ ରହିଲେ ପରିବେଶ ସୁସ୍ଥ ରହିବ ଶରୀର। ଏକଥାକୁ ଜଣେ ଡାକ୍ତରଙ୍କ ବ୍ୟତୀତ ଆଉ କିଏବା ଭଲକି ବୁଝିପାରିବ। ଆଜ୍ଞା ହଁ, ଡାକ୍ତର ହିଁ ଏ ଉକ୍ତିକୁ ବେଶ୍ ଭଲ ଭାବେ ବୁଝନ୍ତି ବୋଲି ପ୍ରମାଣ କରିଛନ୍ତି ଜଣେ ଡାକ୍ତର। ନିଜ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏପରି ପରିସ୍କାର-ପରିଚ୍ଛନ କରି ରଖିଛନ୍ତି, ଯେମିତି ରୋଗୀ ଆସିଲେ ସୁସ୍ଥତା ସହ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଘରକୁ ଫେରିବ।

Advertisment
Doctors Bhadrak
Advertisment
Advertisment