Advertisment

ବଡ଼ ପାଇଁ ସବୁ, ସାନ ପାଇଁ ନାହିଁ

ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ଅନେକ ଆଦିବାସୀ ପିଲା ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି। ଯେଉଁ କେତେକ ପିଲା ପଢୁଛନ୍ତି, ସେମାନେ ପ୍ରମାଣପତ୍ର ନ ଥିବା କାରଣରୁ ସରକାରୀ ସୁବିଧା ପାଉନାହାନ୍ତି। ଫଳରେ ଅଧାରୁ ପାଠ ଛାଡ଼ୁଛନ୍ତି।

author-image
Santosh Kumar Sahoo

ଅଜବ ସରକାରୀ ନିୟମ। ଗୋଟିଏ ପରିବାରର ବଡ଼ଭାଇଙ୍କୁ ମିଳୁଛି ଜାତିଗତ ପ୍ରମାଣପତ୍ର, ମାତ୍ର ସାନ ଦୌଡ଼ି ଦୌଡ଼ି ନୟାନ୍ତ। ଗାଁ ଗୋଟିଏ, ପରିବାର ଗୋଟିଏ, କିନ୍ତୁ ଜାତିଗତ ପ୍ରମାଣପତ୍ର ମିଳିବାରେ ଭେଦଭାବ। କିଏ ପାଉଛି ତ ଆଉ କିଏ ନିରାଶ। ଏହି କାରଣରୁ ଅନେକ ଆଦିବାସୀ ପିଲା ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି। ଯେଉଁ କେତେକ ପିଲା ପଢୁଛନ୍ତି, ସେମାନେ ପ୍ରମାଣପତ୍ର ନ ଥିବାରୁ ସରକାରୀ ସୁବିଧା ପାଉନାହାନ୍ତି। ଫଳରେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।

Advertisment
Ganjam Caste Certificate
Advertisment
Advertisment