IAS
ବାପା ମୁଁ କେମିତି IAS ହେବି ? ତମେ କେବେ ଭଲ ହେବ ? ପାଠପଢ଼ି ଏ ଗାଁର ନାଁ, ଆଉ ତୁମ ନାଁ କେମିତି ରଖିବି କିଛି ଜାଣିପାରୁନି । ସବୁ ସ୍ୱପ୍ନ କ’ଣ ମୋର ଭାଙ୍ଗିଯିବ ? ପ୍ରଶାସନିକ ଅଧିକାରୀ ହେବାର ଆଶା କ’ଣ ମୋର ମଉଳିଯିବ । ନାଁ କିଏ ଆମକୁ ସହାୟତାର ହାତ ବଢ଼ାଇବେ ? ନିରବୀ ଯାଇଥିବା ଏ ଚେହେରା ଓ ନିସ୍ତେଜ ହୋଇଯାଇଥିବା ଏ ମୁହଁ ଯେମିତି ଏ ସବୁକୁ ବୟାନ କରୁଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)