Advertisment

ଶପଥ ନେଲେ ହାଇକୋର୍ଟ ନୂଆ ବିଚାରପତି

ଶପଥ_ନେଲେ_ହାଇକୋର୍ଟ_ନୂଆ_ବିଚାରପତି ଓଡିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଦିକ୍ଷୀତ କୃଷ୍ଣ ଶ୍ରୀପଦ। ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଛନ୍ତି।

author-image
Saroj Kumar Jena

ଶପଥ_ନେଲେ_ହାଇକୋର୍ଟ_ନୂଆ_ବିଚାରପତି  
ଓଡିଶା ହାଇକୋର୍ଟର ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ ଦିକ୍ଷୀତ କୃଷ୍ଣ ଶ୍ରୀପଦ। ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଛନ୍ତି। 

Advertisment
Advertisment
Advertisment