ରଙ୍ଗ କଳା ବୋଲି ବୋହୂକୁ ହତ୍ୟା !
ବୋହୂର ରଙ୍ଗ କଳା ବୋଲି ଶାଶୁଘର ଦେଉଥିଲେ ଅତ୍ୟାଚାର। ତା'ପରେ ପୁଣି ପୁଅ ବଦଳରେ ଝିଅ ଜନ୍ମ କରିଦେଲା ବୋହୂ। ଶେଷରେ ଶାଶୁଘର ଲୋକେ ବୋହୂକୁ ଜୀବନରୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଧାମରା ଥାନା କଇଥଖୋଲା ଗାଁରେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)