Agitation
ସାର କଳାବଜାରୀ ଅଭିଯୋଗ ନେଇ ସରକାରୀ ବାବୁ ହଟହଟା । ନିଅଣ୍ଟିଆ ସହ ଆବଶ୍ୟକ ସାରକୁ କଳାବଜାରୀ ଅଭିଯୋଗ କରି ଆଜି କୋରାପୁଟ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ ପକ୍ଷରୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଘେରିଥିଲେ ଶତାଧିକ ଚାଷୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)