Advertisment

କୋହଳ ହେଲା ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ

ବଡ଼ କଥା ହେଲା ଏଣିକି ଅନଲାଇନରେ ଆବେଦନ କରି, ନିଜେ ନିଜର ସର୍ଭେ କରି ପାରିବେ ଆଶାୟୀ।

author-image
Satyendu Shekher Mishra

କୋହଳ ହେଲା ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ। ଏଣିକି ବାଇକ୍, ଫ୍ରିଜ୍ କିମ୍ବା ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିବ ଆବାସ। ନୂଆ ଗାଇଡଲାଇନ୍ ଜିଲ୍ଲାପାଳମାନଙ୍କୁ ପଠାଯାଇଛି। ବଡ଼ କଥା ହେଲା ଏଣିକି ଅନଲାଇନରେ ଆବେଦନ କରି, ନିଜେ ନିଜର ସର୍ଭେ କରି ପାରିବେ ଆଶାୟୀ। ଜାଣି ପାରିବେ କାହିଁକି ପଡିଲେ ବାଦ୍।

Advertisment
Advertisment
Advertisment