ହୋମ୍ଗାର୍ଡ ପୋଷ୍ଟ ବି-ଟେକ୍ ଆପ୍ଲିକାଣ୍ଟ
ହୋମଗାର୍ଡ ଚାକିରି ପାଇଁ ହାଉଜାଉ । ରାଉରକେଲା ପୋଲିସ ଜିଲ୍ଲାରେ ୧୦୭ଟି ହୋମଗାର୍ଡ ପଦବୀରେ ନିଯୁକ୍ତି ବାହାରିଥିବା ବେଳେ ଆବେଦନ ଟପିଲାଣି ୯ ହଜାର । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଆବେଦନକାରୀଙ୍କ ମଧ୍ୟରେ ରହିଛନ୍ତି ବହୁ ଉଚ୍ଚଶିକ୍ଷିତ । ଏପରିକି ବିଟେକ୍, ଏମ୍ ଟେକ୍ ଏବଂ ଏମସିଏ କରିଥିବା ପିଲା ବି କରିଛନ୍ତି ଆବେଦନ । ପ୍ରଶ୍ନ ଉଠୁଛି, ହୋମଗାର୍ଡ ଚାକିରି ପାଇଁ ଉଚ୍ଚଶିକ୍ଷିତ ପିଲାଙ୍କ ମଧ୍ୟରେ ଏଭଳି ରେସ୍ କାହିଁକି ? ବେକାରୀ ସମସ୍ୟା ଏହାର କାରଣ ନୁହେଁ ତ ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)