ନୃଶଂସ ଜେଜେ ମା’
ମା’ଠୁ ବଳି ଜେଜେମା’ । ନାତିନାତୁଣୀଙ୍କ ଅତି ପ୍ରିୟ । ହେଲେ ମା’ ଚାଲିଯିବା ପରେ ଜେଜେମା’ ପାଲଟିଗଲା ନୃଶଂସ। ଯେଉଁ ହାତରେ କୋଳେଇ କାଖେଇ ନାତିନାତୁଣୀଙ୍କୁ ବଡ଼ କରିବା କଥା, ସେହି ହାତରେ ସେମାନଙ୍କୁ ନିର୍ଯାତନା ଦେବାକୁ ପଛାଇଲା ନାହିଁ। ନିର୍ଯାତନା ଏପରି ଯେ ଦେଖିଲେ ଲୋମ ଟାଙ୍କୁରିଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)