Advertisment

Four Students Seriously Injured: ୪ ଛାତ୍ରଙ୍କ ଉପରେ ଥିନର ଢାଳି ଦେଲେ ଆଉ ଜଣ ଛାତ୍ର

କେମିତି ଜଳିଗଲେ ୪ ଛାତ୍ର ?୪ ଛାତ୍ରଙ୍କ ଉପରେ ଥିନର ଢାଳି ଦେଲେ ଆଉ ଜଣ ଛାତ୍ର। ଥିନର ଢାଳିବା ପରେ ନିଆଁ ଲଗାଇଦେଇଥିବା ଅଭିଯୋଗ। ସପ୍ତମ ଶ୍ରେଣୀରେ ପଢୁଥିବା ୩ ଛାତ୍ରଙ୍କ ସହ ୪ ଗୁରୁତର।

Four Students Seriously Injured

Four Students Seriously Injured Photograph: (OTV)

Advertisment

ଛାତ୍ରଙ୍କ ଉପରେ ଥିନର ଢାଳି ଆଉ ଜଣେ ଛାତ୍ର ନିଆଁ ଲଗାଇଦେଇଥିବା ଅଭିଯୋଗ। ସପ୍ତମ ଶ୍ରେଣୀରେ ପଢୁଥିବା ୩ ଛାତ୍ରଙ୍କ ସହ ମୋଟ ୪ ଛାତ୍ର ଗୁରୁତର। ରାୟଗଡ଼ା ଜିଲ୍ଲା ମୁନିଗଡ଼ା ପାଇକ ଡାକୁଲୁଗୁଡ଼ା ହାଇସ୍କୁଲରେ ଘଟିଛି ଏ ଅଭାବନୀୟ ଘଟଣା।

Advertisment

ସମସ୍ତ ଆହତ ଛାତ୍ର ବିଷମ କଟକର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଛି, ସେ ନେଇ କିଛି ସ୍ପଷ୍ଟ ହୋଇନି। ଛାତ୍ର ଜଣକ ଥିନର କେଉଁଠୁ ଆଣିଲେ, କାହିଁକି ଢାଳିଲେ ଏବଂ ନିଆଁ ଲଗାଇବାକୁ କେଉଁ ପରିସ୍ଥିତିରେ ସୁଯୋଗ ପାଇଲେ ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।

କେମିତି ଜଳିଗଲେ ୪ ଛାତ୍ର ?
୪ ଛାତ୍ରଙ୍କ ଉପରେ ଥିନର ଢାଳି ଦେଲେ ଆଉ ଜଣ ଛାତ୍ର
ଥିନର ଢାଳିବା ପରେ ନିଆଁ ଲଗାଇଦେଇଥିବା ଅଭିଯୋଗ
ସପ୍ତମ ଶ୍ରେଣୀରେ ପଢୁଥିବା ୩ ଛାତ୍ରଙ୍କ ସହ ୪ ଗୁରୁତର
ରାୟଗଡ଼ା ମୁନିଗଡ଼ା ପାଇକ ଡାକୁଲୁଗୁଡ଼ା ହାଇସ୍କୁଲର ଘଟଣା

Advertisment

ଦେଖନ୍ତୁ ଭିଡିଓ:

Students
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ