Train
Advertisment
ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ । ନୂଆଦିଲ୍ଲୀରୁ ପୁରୀ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସକୁ ଭଦ୍ରକ ନିକଟରେ କରାଯାଇଛି ଟାର୍ଗେଟ୍ । ଗୁଳି ମାଡ଼ରେ ଭାଙ୍ଗି ଯାଇଛି ଗାର୍ଡ ବଗିର କାଚ । ତେବେ ସୌଭାଗ୍ୟବଶତଃ ଗୁଳି କାହାରିକୁ ବାଜିନି । ସାଇଣ୍ଟିଫିକ୍ ଟିମ୍ ବଗିରୁ ପ୍ରମାଣ ଖୋଜୁଥିବା ବେଳେ ଗୁଳିମାଡ଼ ହୋଇଥିବା ସ୍ଥାନରେ ଚାଲିଛି ଜୋରଦାର ଖୋଳତାଡ଼ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us