Paddy Procurement
Advertisment
ମଣ୍ଡି-ଧାନ-ମେସିନ ଓ ଟେନସନ୍ । ଚାଷୀଙ୍କ ପିଛା ଛାଡ଼ୁନି ମଣ୍ଡିରେ ଧାନ ବିକା । ଧାନ ବାବଦରେ ଅଧିକ ଟଙ୍କା, କଟନି ଛଟନି ବନ୍ଦ ଭଳି ସରକାରଙ୍କ ଅନେକ ପଦକ୍ଷେପ ପରେ ବି ଚାଷୀଙ୍କ ଚିନ୍ତା ବଢ଼ାଇଛି ମଣ୍ଡିରେ ଲାଗିଥିବା ଗ୍ରେନ୍ ଆନାଲାଇଜର ମେସିନ । FAQ ମାନର ଧାନ ନହେଲେ ମଣ୍ଡିରେ ଧାନ ଗ୍ରହଣ ହେଉନଥିବାରୁ ଏହାକୁ ବିରୋଧ କରୁଛନ୍ତି ଚାଷୀ । ସିଧା ମେସିନରେ ତ୍ରୁଟି ଥିବା ଦର୍ଶାଇଛନ୍ତି । ସେପଟେ ଯୋଗାଣ ଅଧିକାରୀ କହିଛନ୍ତି ମେସିନ୍ ଯାହା ଦେଖାଉଛି ତାହା ଠିକ୍, ସବୁ ଗାଇଡ୍ ଲାଇନ୍ ଅନୁଯାୟୀ ଚାଲିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us