Advertisment

ବିକ୍ରି ହେଉଛି ସରକାରୀ ଚାକିରି !

ବିକ୍ରି ହେଉଛି ସରକାରୀ ଚାକିରି! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

author-image
Santosh Kumar Sahoo

ସରକାରୀ ଚାକିରି ନିଯୁକ୍ତିରେ ମହାଘୋଟାଲା ଅଭିଯୋଗ ! ବାଦ ପଡୁଛନ୍ତି ମେଧାବୀ ! ବିକ୍ରି ହେଉଛି କି ସରକାରୀ ଚାକିରି ? ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକସନ୍ କମିଶନ-OSSSC ଦ୍ବାରା ପ୍ରକାଶିତ କଂବାଇଣ୍ଡ୍ ଏକ୍ଜାମିନେସନ୍ ଗ୍ରୁପ-C ରେଜଲ୍ଟକୁ ନେଇ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି କିଛି ପରୀକ୍ଷାର୍ଥୀ । ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭଷ୍ଟକ ଇନସ୍ପେକ୍ଟର ରେଜଲ୍ଟରେ ଗଡବଡ଼ି ସନ୍ଦେହ କରିଛନ୍ତି । କିଛି ପିଲାଙ୍କର ପିଇଓ ଏକଜାମ୍ ରେଜଲ୍ଟକୁ ଦେଖି ନିଯୁକ୍ତିରେ ଏଭଳି ଦୁର୍ନୀତିର ଗନ୍ଧ ବାରିଛନ୍ତି ସେମାନେ ।

Advertisment
Government Jobs
Advertisment
Advertisment