Advertisment

ସଶକ୍ତ ହେଉଛନ୍ତି ଗ୍ରାମୀଣ ମହିଳା

ସଶକ୍ତ ହେଉଛନ୍ତି ଗ୍ରାମୀଣ ମହିଳା । ଘର କାମ ସହ ତିଆରି କରୁଛନ୍ତି କଣ୍ଢେଇ । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ଥିତିକୁ ବି ସୁଦୃଢ଼ କରୁଛନ୍ତି।

author-image
Santosh Kumar Sahoo

ସଶକ୍ତ ହେଉଛନ୍ତି ଗ୍ରାମୀଣ ମହିଳା। ଘର କାମ ସହ ତିଆରି କରୁଛନ୍ତି କଣ୍ଢେଇ। ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରର ଆର୍ଥିକ ସ୍ଥିତିକୁ ବି ସୁଦୃଢ଼ କରୁଛନ୍ତି। ସ୍ୱାବଲମ୍ୱୀ ହୋଇଥିବା ଏହି ମହିଳାମାନେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ରଣସାହି ଅଞ୍ଚଳର ଦିବ୍ୟଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। କିଏ ସୂତାରେ ରଙ୍ଗ ଦେଉଛନ୍ତି ତ ପୁଣି କିଏ ସୁତାକୁ କଣ୍ଢେଇରେ ଲଗାଉଛନ୍ତି। ଆଉ କିଏ ସୂତାରେ ଟୋପି ବୁଣିବାରେ ବ୍ୟସ୍ତ। ଏପଟେ ଏହି ଆଇସକ୍ରିମ କାଠି ଗୋଡିକକୁ ଦେଖନ୍ତୁ। କିଭଳି ସେସବୁକୁ କାଟି ରଙ୍ଗ ଦେଇ ତିଆରି କରୁଛନ୍ତି ଆକର୍ଷଣୀୟ ଘର ସଜା ସାମଗ୍ରୀ।

Advertisment
Odisha
Advertisment
Advertisment