Advertisment

ସ୍କୁଲରେ ଲାଗିଲା ରଥ

ସଜେଇ ହୋଇ ଅପେକ୍ଷା କରିଛି ରଥ । ପୁରୁଣା କଥାକୁ ମନେପକାଇ ଭାବବିହ୍ବଳ ସମସ୍ତେ । ଡିଜେ ବି ବାଜିବାକୁ ଅପେକ୍ଷା କରିଛି । ସାଂସଦଠୁ ଆରମ୍ଭ କରି ମନ୍ତ୍ରୀ, ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଏବେର ପିଲାମାନେ ସବୁ ଏକାଠି ହୋଇଛନ୍ତି ଏହି ମଞ୍ଚରେ

author-image
Tapaswini Nayak

ସଜେଇ ହୋଇ ଅପେକ୍ଷା କରିଛି ରଥ । ପୁରୁଣା କଥାକୁ ମନେପକାଇ ଭାବବିହ୍ବଳ ସମସ୍ତେ । ଡିଜେ ବି ବାଜିବାକୁ ଅପେକ୍ଷା କରିଛି । ସାଂସଦଠୁ ଆରମ୍ଭ କରି ମନ୍ତ୍ରୀ, ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଏବେର ପିଲାମାନେ ସବୁ ଏକାଠି ହୋଇଛନ୍ତି ଏହି ମଞ୍ଚରେ ।

Advertisment
Schools Jajpur
Advertisment
Advertisment