Advertisment

ଭିନ୍ନ ମନ୍ତବ୍ୟକୁ ନେଇ ହରଡ଼ଘଣାରେ ବଲାଙ୍ଗିର ବନବିଭାଗ

ଫରେଷ୍ଟର ମୁହଁ ଖୋଲି ନଥିବା ବେଳେ DFO କହିଛନ୍ତି ଇନକ୍ୱାରୀ ହେବ ।

Advertisment

ବଲାଙ୍ଗିର କଣ୍ଟାବାଞ୍ଜି ଅଂଚଳରେ ହାତୀ ଆକ୍ରମଣରେ ମୃତ ଜଣେ ସାଧାରଣ ବ୍ୟକ୍ତିଙ୍କୁ ବନ କର୍ମଚାରୀ ଓ ଗଜସାଥୀ କହିବା ପଛର କାରଣ କଣ? ବଲାଙ୍ଗିର DFO ଓ ସ୍ଥାନୀୟ ଫରେଷ୍ଟର କାହିଁକି ଗଣମାଧ୍ୟମକୁ ଦେଇଥିଲେ ମିଛ ତଥ୍ୟ? ଗତକାଲି ବାନ୍ଧନପାଲି ଗାଁ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଓ ଦୁଇ ବନ କର୍ମଚାରୀ ଆହତ ହେବା ଘଟଣାରେ କାଲି ଆଜି ଭିତରେ DFO ଓ ଫରେଷ୍ଟର ଦୁଇ ପ୍ରକାର ବୟାନକୁ ନେଇ ଏବେ ହରଡ଼ଘଣାରେ ବନ ବିଭାଗ । ଏ ସମ୍ପର୍କରେ ଫରେଷ୍ଟର ମୁହଁ ଖୋଲି ନଥିବା ବେଳେ DFO କହିଛନ୍ତି ଇନକ୍ୱାରୀ ହେବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ