Fraud Daughter
ଏ ମା’ଟା ଥାନାରେ ନ୍ୟାୟ ମାଗୁଛି । ଚାଲିବାକୁ ବଳ ନାହିଁ, ନିଜ ଜନ୍ମକଲା ଝିଅ ଧୋକା ଦେଇଛି । ୧୦ ଲକ୍ଷ ଟଙ୍କା ନେଇ ପର କରିଦେବା ପରେ ନିଜର ସାଜିଛି ନୟାପଲ୍ଲୀ ପୋଲିସ । କଥା ବି ଠିକ୍ ସେ କହିପାରୁନାହାନ୍ତି । ହାତକୁ ଧରି ସାହା ନଦେଲେ ଚାଲିବା ବି ମୁସ୍କିଲ ହୋଇପଡ଼ୁଛି । ତଥାପି ସାନ ଝିଅ ସାଙ୍ଗରେ ଥାନାରେ ପହଞ୍ଚିଛି ଏ ମା’ । କଥା ଭଲ ଭାବେ କହି ନପାରୁଥିଲେ ବି ନଜର କୋହଭାର କଣ୍ଠରେ ପୋଲିସ ନିକଟରେ ଦ୍ୱିତୀୟ ଝିଅ ଓ ଜ୍ୱାଇଁଙ୍କ ନାଁରେ ଅଭିଯୋଗ କରିଛନ୍ତି । ଝିଅ ପ୍ରଥମେ ୧୦ ଲକ୍ଷ ଟଙ୍କା ଫେରାଇବା ସହ ସେମାନଙ୍କ ବିରୋଧରେ ଦଣ୍ଡ ଦେବାକୁ ଦାବି କରିଛନ୍ତି ମାଆ ମାଳତୀ ନାଇକ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)