Advertisment

ଟ୍ବିନସିଟିରେ ଡାଇରିଆ ହାଇ ଆଲର୍ଟ

ଟ୍ବିନସିଟିରେ_ଡାଇରିଆ_ହାଇ_ଆଲର୍ଟ ରାଜ୍ୟରେ ଏବେ ଡାଇରିଆକୁ ନେଇ ସବୁଠି ଆତଙ୍କ । ଏନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି ହେବାପରେ ଟ୍ବିନସିଟିରେ ଜୋରଦାର ଚଢାଉ କରାଯାଉଛି । ଆଜି ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ଉପରେ ରେଡ୍ କରି ସିଲ୍ କରାଯାଇଛି । ସେହିଭଳି ରାଜଧାନୀରେ ଯେଉଁଭଳି ପରିବେଶରେ ଗୁପଚୁପ୍ ବନା ଯାଉଛି ତାହା ଦେଖିଲେ ଆପଣ ଖାଇବା ମଧ୍ୟ ଭୁଲିଯିବେ । ସଚେତନତା ପୂର୍ବକ ରାଜଧାନୀରେ ବିଭିନ୍ନ ହୋଟେଲ ଓ ଷ୍ଟ୍ରିଟ୍ ଫୁଡ୍ ଉପରେ ଚଢାଉ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ।

author-image
Saroj Kumar Jena
ଅଦ୍ୟତନ ହୋଇଛି

ଟ୍ବିନସିଟିରେ_ଡାଇରିଆ_ହାଇ_ଆଲର୍ଟ
ରାଜ୍ୟରେ ଏବେ ଡାଇରିଆକୁ ନେଇ ସବୁଠି ଆତଙ୍କ । ଏନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି ହେବାପରେ ଟ୍ବିନସିଟିରେ ଜୋରଦାର ଚଢାଉ କରାଯାଉଛି । ଆଜି ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ଉପରେ ରେଡ୍ କରି ସିଲ୍ କରାଯାଇଛି । ସେହିଭଳି ରାଜଧାନୀରେ ଯେଉଁଭଳି ପରିବେଶରେ ଗୁପଚୁପ୍ ବନା ଯାଉଛି ତାହା ଦେଖିଲେ ଆପଣ ଖାଇବା ମଧ୍ୟ ଭୁଲିଯିବେ । ସଚେତନତା ପୂର୍ବକ ରାଜଧାନୀରେ ବିଭିନ୍ନ ହୋଟେଲ ଓ ଷ୍ଟ୍ରିଟ୍ ଫୁଡ୍ ଉପରେ ଚଢାଉ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ।

Advertisment
Advertisment
Advertisment