puri
ଶ୍ରୀକ୍ଷେତ୍ରରେ ସବୁ ମନମାନି ? ହୁଗୁଳା ପ୍ରଶାସନ କଟକଣା ? ଦର୍ଶନ ବ୍ୟବସ୍ଥା ଓ ମହାପ୍ରସାଦ ପରେ ଏବେ ବଢ଼ିଲାଣି ଖଜା ଚିନ୍ତା । ଶ୍ରୀମନ୍ଦିରକୁ ଜଗା ଦର୍ଶନ କରିବା ପରେ ସବୁ ଭକ୍ତଙ୍କ ଗୋଟିଏ ଇଚ୍ଛା ଥାଏ, ତା’ ହେଲା ବଡ଼ଦାଣ୍ଡର ଖଜା । ହେଲେ ଭକ୍ତର ଖଜାକୁ ପୂର୍ବରୁ ହରମଚାଲ୍ କରୁଛନ୍ତି ପୁରୀର ଖଜା ବ୍ୟବସାୟୀ । ଖଜା ବେପାର ନାଁରେ କରୁଛି ଭକ୍ତଙ୍କୁ ଶୋଷଣ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)