Advertisment

MaaTarini: ଡାକିଲା ମା’,ଦଣ୍ଡପ୍ରଣାମ କରି ଯାଉଛି ପୁଅ

ଡାକିଲେ ମା’ ସେ ଓ କରେ । ଦୁଃଖ ନେଇ ସେ ସୁଖ ଦିଏ । ସେଥିପାଇଁ ବୋଧହୁଏ ଭକ୍ତଟିଏ ତାକୁ ଦୁଃଖ ହାରିଣୀ କହେ । ମୁଣ୍ଡ ଉପରେ ଡହ ଡହ ଖରା । ରାସ୍ତା ବି ତାତି ଗରମ ତାୱା ପରି ହୋଇଛି । ଯେଉଁଠି ଚାଲିବା ଅସମ୍ଭବ ସେଠି ଏ ଭକ୍ତ ଦଣ୍ଡ ପ୍ରଣାମ କରୁଛି ଆଗକୁ ବଢ଼ି ଚାଲିଛି ।

author-image
Tapaswini Nayak

Keonjhar
Advertisment
Advertisment