ନୂଆ ମ୍ୟାନେଜିଂ କମିଟି କେବେ ?
ପୁରୁଣା କମିଟି ଭାଙ୍ଗିବାର ୨ ମାସରୁ ଅଧିକ ସମୟ ହେଲାଣି, କାର୍ତ୍ତିକ ମାସ ବି ଗଲାଣି । ତଥାପି ଏଯାଏଁ ଗଢ଼ା ହୋଇପାରୁନି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ନୂଆ ପରିଚାଳନା କମିଟି । ଯଦ୍ବାରା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉ କି ରତ୍ନଭଣ୍ଡାର ମରାମତି ଓ ଗଣତି ମଣତି ସବୁ ନିଷ୍ପତ୍ତି ଅଧାରେ ଅଟକିଛି। ସେପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ କହିଲେଣି- ଆଉ ପୁରୁଣା ମୁହଁଙ୍କୁ ରିପିଟ୍ ନକରି କମିଟିରେ ଅଭିଜ୍ଞ ଲୋକଙ୍କୁ ନିଆଯାଉ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)