Advertisment

ବଢ଼ି ଚାଲିଛି ଅସନ୍ତୁଳନ

ବଢ଼ି_ଚାଲିଛି_କର୍ମକ୍ଷେତ୍ର_ଓ_ପାରିବାରିକ_ଜୀବନ_ଭିତରେ_ଅସନ୍ତୁଳନ ସମାଜରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ମଧ୍ୟରେ ଅସନ୍ତୁଳନ ଦିନକୁ ଦିନ ବଢ଼ି ଚାଲିଛି। ଏମିତିକି ଏଥିରୁ ବାଦ୍ ପଡ଼ିନାହାନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିକଟରେ ଓଟିଭିକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ଏହାକୁ ସ୍ବୀକାର କରିଛନ୍ତି ମୋହନ।

author-image
Saroj Kumar Jena

ବଢ଼ି_ଚାଲିଛି_କର୍ମକ୍ଷେତ୍ର_ଓ_ପାରିବାରିକ_ଜୀବନ_ଭିତରେ_ଅସନ୍ତୁଳନ
ସମାଜରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ମଧ୍ୟରେ ଅସନ୍ତୁଳନ ଦିନକୁ ଦିନ ବଢ଼ି ଚାଲିଛି। ଏମିତିକି ଏଥିରୁ ବାଦ୍ ପଡ଼ିନାହାନ୍ତି, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିକଟରେ ଓଟିଭିକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ଏହାକୁ ସ୍ବୀକାର କରିଛନ୍ତି ମୋହନ।

Advertisment
Advertisment
Advertisment