Advertisment

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଏଗାଁରୁ ସେ ଗାଁ ବୁଲିଲା ମୃତଦେହ

ଘର ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ଦୀର୍ଘ ସମୟ ଧରି ଝିଅ ନଫେରିବାରୁ ପରିବାର ଥାନାରେ ଅଭିଯୋଗ କଲେ। ଖୋଜାଖୋଜି ଚାଲିଲା।

author-image
Satyendu Shekher Mishra

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଏଗାଁରୁ ସେ ଗାଁ ବୁଲିଲା ମୃତଦେହ । ୩ ଦିନ ପରେ ୫୦ କିଲୋମିଟର ଦୂରରେ ହେଲା ସଂସ୍କାର । ୩୦ ଅଗଷ୍ଟ ୨୦୨୪। ସମ୍ବଲପୁର ନାକଟିଦେଉଳ ଥାନା ସାହେବୀ ଗାଁ। ଘର ନିକଟ ନାଳକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ଦୀର୍ଘ ସମୟ ଧରି ଝିଅ ନଫେରିବାରୁ ପରିବାର ଥାନାରେ ଅଭିଯୋଗ କଲେ। ଖୋଜାଖୋଜି ଚାଲିଲା।

Advertisment
Advertisment
Advertisment