Advertisment

ମେୟରଙ୍କ ନାଁରେ ଥାନାରେ ଏତଲା

ବଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଦେଇଥିବା ମନ୍ତବ୍ୟକୁ ଜୋରଦାର ବିରୋଧ କରାଯାଇଛି। ସୁଲୋଚନା ଦାସ ନିଜ ମନ୍ତବ୍ୟ ପାଇଁ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ଏହା ସହ ମେୟରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି !

author-image
Sujit kumar Swain

ବଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଦେଇଥିବା ମନ୍ତବ୍ୟକୁ ଜୋରଦାର ବିରୋଧ କରାଯାଇଛି। ସୁଲୋଚନା ଦାସ ନିଜ ମନ୍ତବ୍ୟ ପାଇଁ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ଏହା ସହ ମେୟରଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି ! 

Advertisment
BJP Bhubaneswar Mayor
Advertisment
Advertisment