Gachha Pain Darama Bandh
ଗଛ ପାଇଁ ବିଇଓଙ୍କ ଦରମା ବନ୍ଦ କରିଛନ୍ତି ଡିଇଓ । କଥାଟା ଅଜବ ଲାଗିପାରେ । କିନ୍ତୁ ସତ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏକ୍ ପେଡ ମାଁ କେ ନାମ୍ କାର୍ଯ୍ୟକ୍ରମରେ ଟାର୍ଗେଟ ପୂରା କରିପାରିନି ବଲାଙ୍ଗିର ଜିଲ୍ଳା ଶିକ୍ଷା ବିଭାଗ । ତେଣୁ ଜିଲ୍ଳାର ୧୪ ବ୍ଳକର ୧୧ ବିଇଓଙ୍କ ବିରୋଧରେ ଦରମା ବନ୍ଦର ଫତୁଆ ଜାରୀ କରିଛନ୍ତି ଜିଲ୍ଳା ଶିକ୍ଷା ଅଧିକାରୀ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)